PODCAST · arts
ଶକ୍ତିପ୍ରଭା ମିଶ୍ର'ଙ୍କ - ଚରିତ୍ରହୀନ ଓ ଅନ୍ୟାନ୍ୟ ଗଳ୍ପ / Charitrahina O Anyanya Galpa
by Shaktiprava Mishra
ବହି ବିଷୟରେ:ଛୋଟ ବଡ଼ ଉଣେଇଶଟି ଗପକୁ ନେଇ ଏଇ ସଙ୍କଳନ ‘ଚରିତ୍ରହୀନ ଓଅନ୍ୟାନ୍ୟ ଗଳ୍ପ’ । ଇନ୍ଦ୍ରଧନୁର ସାତରଙ୍ଗ ପରି ଭିନ୍ନ ଭିନ୍ନ ରଙ୍ଗରେ ସଜ୍ଜିତ ଏଇ ଗଳ୍ପମାଳା ।ଲେଖିକାଙ୍କର ସୁକ୍ଷ୍ମ ଅର୍ନ୍ତଦୃଷ୍ଟିର ଏକ ନିଛକ ପରିଚୟ ପ୍ରଦାନ କରେ । ସମାଜର ଗତିଶୀଳତାରେ ଘଟୁଥିବା ଘଟଣା ଓ ପାରସ୍ପରିକ ସମ୍ପର୍କ ପଛରେ ଥିବା ମନୋବୈଜ୍ଞାନିକ ସତ୍ୟତାକୁ ଲେଖିକା ଏମିତି ସରଳ ଭାଷାରେ ପରଷି ଦେଇଛନ୍ତି ଯେ ପାଠକକୁ ଲାଗିବ- ‘ଆରେ ଇଏ ତ ମୋ’ରି କଥା ।’ଲେଖକଙ୍କର ବିଷୟରେ:ସାମ୍ପ୍ରତିକ ଓଡ଼ିଆ କଥା ସାହିତ୍ୟରେ ଶକ୍ତିପ୍ରଭା ମିଶ୍ର ଏକ ପରିଚିତ ନାମ । ଦୀର୍ଘ ଦୁଇ ଦଶନ୍ଧିର ସାରସ୍ୱତ ସାଧନା ଭିତରେ ତାଙ୍କର ପ୍ରକାଶିତ ହୋଇଛି ପାଂଚଟି ଗଳ୍ପ ସଙ୍କଳନ - ଶୁଭ୍ରତାର ସ୍ୱର, ଶ୍ରୀଲଗ୍ନାଙ୍କ କୁଟୀର, ନିଃଶବ୍ଦ ଡାକ, ଦେବୀ ଓ ଦଶମୀ ଜହ୍ନ ଓ ଛିଟଜାମା । ଏତଦ୍ ବ୍ୟତିତ ଶିଶୁ ସାହିତ୍ୟ ଓ ଫିଚର୍ ଲେଖିବା ସହିତ ରେଡ଼ିଓ ଓ ଦୂରଦର୍ଶନର କାର୍ଯ୍ୟକ୍ରମରେ ଯୋଗଦାନ କରି ସେ ନିଜର ସାରସ୍ୱତ ପ୍ରତିଭାର ପରିଚୟ ଦେଇଛନ୍ତି । ବିଭିନ୍ନ ସାହିତ୍ୟ ସଂସ୍ଥା ତରଫରୁ ସେ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ବର୍ଦ୍ଧିତ ।ସମାଜରେ ମୂଲ୍ୟବୋଧର ଅବକ୍ଷୟ, ବ୍ୟକ୍ତି ସ୍ତରରେ ପାରସ୍ପରିକ ସମ୍ପର୍କର ସୁକ୍ଷ୍ମଦିଗର ଉନ୍ମୋଚନ ତାଂକର ସାହିତ୍ୟିକ କୃତିର ମୁଖ୍ୟ ଅନ୍ତସ୍ୱର ।
-
1
Chapter1: Charitrahina (୧. ଚରିତ୍ରହୀନ)
Chapter 1.To read along, please Click Here
We're indexing this podcast's transcripts for the first time — this can take a minute or two. We'll show results as soon as they're ready.
No matches for "" in this podcast's transcripts.
No topics indexed yet for this podcast.
Loading reviews...
ABOUT THIS SHOW
ବହି ବିଷୟରେ:ଛୋଟ ବଡ଼ ଉଣେଇଶଟି ଗପକୁ ନେଇ ଏଇ ସଙ୍କଳନ ‘ଚରିତ୍ରହୀନ ଓଅନ୍ୟାନ୍ୟ ଗଳ୍ପ’ । ଇନ୍ଦ୍ରଧନୁର ସାତରଙ୍ଗ ପରି ଭିନ୍ନ ଭିନ୍ନ ରଙ୍ଗରେ ସଜ୍ଜିତ ଏଇ ଗଳ୍ପମାଳା ।ଲେଖିକାଙ୍କର ସୁକ୍ଷ୍ମ ଅର୍ନ୍ତଦୃଷ୍ଟିର ଏକ ନିଛକ ପରିଚୟ ପ୍ରଦାନ କରେ । ସମାଜର ଗତିଶୀଳତାରେ ଘଟୁଥିବା ଘଟଣା ଓ ପାରସ୍ପରିକ ସମ୍ପର୍କ ପଛରେ ଥିବା ମନୋବୈଜ୍ଞାନିକ ସତ୍ୟତାକୁ ଲେଖିକା ଏମିତି ସରଳ ଭାଷାରେ ପରଷି ଦେଇଛନ୍ତି ଯେ ପାଠକକୁ ଲାଗିବ- ‘ଆରେ ଇଏ ତ ମୋ’ରି କଥା ।’ଲେଖକଙ୍କର ବିଷୟରେ:ସାମ୍ପ୍ରତିକ ଓଡ଼ିଆ କଥା ସାହିତ୍ୟରେ ଶକ୍ତିପ୍ରଭା ମିଶ୍ର ଏକ ପରିଚିତ ନାମ । ଦୀର୍ଘ ଦୁଇ ଦଶନ୍ଧିର ସାରସ୍ୱତ ସାଧନା ଭିତରେ ତାଙ୍କର ପ୍ରକାଶିତ ହୋଇଛି ପାଂଚଟି ଗଳ୍ପ ସଙ୍କଳନ - ଶୁଭ୍ରତାର ସ୍ୱର, ଶ୍ରୀଲଗ୍ନାଙ୍କ କୁଟୀର, ନିଃଶବ୍ଦ ଡାକ, ଦେବୀ ଓ ଦଶମୀ ଜହ୍ନ ଓ ଛିଟଜାମା । ଏତଦ୍ ବ୍ୟତିତ ଶିଶୁ ସାହିତ୍ୟ ଓ ଫିଚର୍ ଲେଖିବା ସହିତ ରେଡ଼ିଓ ଓ ଦୂରଦର୍ଶନର କାର୍ଯ୍ୟକ୍ରମରେ ଯୋଗଦାନ କରି ସେ ନିଜର ସାରସ୍ୱତ ପ୍ରତିଭାର ପରିଚୟ ଦେଇଛନ୍ତି । ବିଭିନ୍ନ ସାହିତ୍ୟ ସଂସ୍ଥା ତରଫରୁ ସେ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ବର୍ଦ୍ଧିତ ।ସମାଜରେ ମୂଲ୍ୟବୋଧର ଅବକ୍ଷୟ, ବ୍ୟକ୍ତି ସ୍ତରରେ ପାରସ୍ପରିକ ସମ୍ପର୍କର ସୁକ୍ଷ୍ମଦିଗର ଉନ୍ମୋଚନ ତାଂକର ସାହିତ୍ୟିକ କୃତିର ମୁଖ୍ୟ ଅନ୍ତସ୍ୱର ।
HOSTED BY
Shaktiprava Mishra
Loading similar podcasts...