EPISODE · Oct 17, 2021 · 2H 12M
Audiobook: [Oriya] - Chhai Leutani by ପଦ୍ମଜ ପାଳ
from Access Thousands of Audiobook Collection with Easy Access · host ପଦ୍ମଜ ପାଳ
Please visit https://thebookvoice.com/podcasts/1/audiobook/834932 to listen full audiobooks. Title: [Oriya] - Chhai Leutani Author: ପଦ୍ମଜ ପାଳ Narrator: କରୁଣାକର Format: Unabridged Audiobook Length: 2 hours 12 minutes Release date: October 17, 2021 Genres: Literary Fiction Publisher's Summary: ନାରୀ ପୁରୁଷ ମଧ୍ୟରେ ଯେଉଁ ଉଚ୍ଚାଟ ଯୌନ ଆକର୍ଷଣ ସୃଷ୍ଟି ହୁଏ ତାହାର ଏକ କଳାତ୍ମକ ଉପସ୍ଥାପନା ହେଉଛି 'ଛାଇ ଲେଉଟାଣି' ଉପନ୍ୟାସ। ଓଡ଼ିଆ କଥାସାହିତ୍ୟର ଅନ୍ୟତମ ଦକ୍ଷ ଶିଳ୍ପୀ ପଦ୍ମଜ ପାଳଙ୍କ ରଚିତ ଏହି ଉପନ୍ୟାସରେ ଅଛି ପ୍ରେମର ଆଦିମ ଚିତ୍ର। ବିବାହ ଏକ ଧର୍ମଭିତ୍ତିକ ସମାଜର ଅନୁଷ୍ଠାନ। ଏହା ସାର୍ଥକ ହେଲେ ଯାଇ ଜୀବନ ସୁନ୍ଦର ହୁଏ। ବିବାହର ସଫଳତା ହିଁ ଜୀବନର ସଫଳତା। ଏହାର ବ୍ୟର୍ଥତାରେ ହୁଏ ଜୀବନର ବିପର୍ଯ୍ୟୟ। ମଣିଷ ଅନେକ ସମୟରେ ବିବାହ ନ କରି ଯୌନଚର୍ଯ୍ୟାରୁ ବଂଚିତ ହୁଏ। ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ସେହି ସଂକ୍ରାନ୍ତୀୟ ଅନୁଶୋଚନା ତାଙ୍କୁ ବ୍ୟତିବ୍ୟସ୍ତ କରିପକାଏ। ଉପନ୍ୟାସରେ କାଜଲ ଏବଂ ବିକ୍ରମଙ୍କ ମଧ୍ୟରେ କିପରି ଏକ ଗଭୀର ଦେହଜ ସଂର୍ପକ ଗଢ଼ି ଉଠିଛି, ଶୁଣନ୍ତୁ ବିଶିଷ୍ଟ ସଙ୍ଗୀତଶିଳ୍ପୀ କରୁଣାକରଙ୍କ କଣ୍ଠରେ...
Embed this episode
NOW PLAYING
Audiobook: [Oriya] - Chhai Leutani by ପଦ୍ମଜ ପାଳ
No transcript for this episode yet
Similar Episodes
No similar episodes found.
Similar Podcasts
No similar podcasts found.