EPISODE · Aug 12, 2021 · 5H 39M
Audiobook: [Oriya] - Dharmashalara Jatri Ame by ଡ. ବିବୁଧରଞ୍ଜନ
from Stream Best-Selling Audiobook Collection Today · host ଡ. ବିବୁଧରଞ୍ଜନ
Please visit https://thebookvoice.com/podcasts/1/audiobook/834871 to listen full audiobooks. Title: [Oriya] - Dharmashalara Jatri Ame Author: ଡ. ବିବୁଧରଞ୍ଜନ Narrator: ସୁବ୍ରତ କୁମାର ପତି Format: Unabridged Audiobook Length: 5 hours 39 minutes Release date: August 12, 2021 Genres: Lessons in Philosophy Publisher's Summary: ଯେଉଁ ଅଦୃଶ୍ୟ ଈଶ୍ୱର ଏ ସୃଷ୍ଟି ରଚନା କରିଛନ୍ତି, ସେ ଏ ପୃଥିବୀକୁ ଗଢ଼ିଛନ୍ତି କେବଳ ଏଇ ସକାଶେ ଯେ ମଣିଷର ଅନନ୍ତ ଯାତ୍ରାପଥରେ ସେ କିଛି ସମୟ ପାଇଁ ଏଠାରେ ବିଶ୍ରାମ ନେଇ ପାରିବ! ଏ ଜୀବନ ହେଲା ଏକ ବିଶ୍ରାମ ଗୃହ! ଏକ ଧର୍ମଶାଳା! କିଛି ସମୟ ପାଇଁ ଥକା ମେଣ୍ଟାଇବାକୁ ଏହି ଧର୍ମଶାଳାରେ ରହିଯିବାକୁ ପଡେ! କିନ୍ତୁ ଏହାକୁ ଘର ବୋଲି ଧରିନିଅ ନାହିଁ!.. ଏମିତି କିଛି ଗଭୀର ଜୀବନଦର୍ଶନର କଥା କହେ ଡ. ବିବୁଧରଞ୍ଜନଙ୍କ ଏହି ଆଧ୍ୟାତ୍ମିକ ପୁସ୍ତକ...
Embed this episode
NOW PLAYING
Audiobook: [Oriya] - Dharmashalara Jatri Ame by ଡ. ବିବୁଧରଞ୍ଜନ
No transcript for this episode yet
Similar Episodes
No similar episodes found.
Similar Podcasts
No similar podcasts found.