Skip to content
Chumban Audiobook by ଦେବଦାସ ଛୋଟରାୟ episode artwork

Dec 31, 2022 5 min

Chumban Audiobook by ଦେବଦାସ ଛୋଟରାୟ

from Audiobooks Bring Stories Closer Through Portable Listening Experiences Filled With Inspiration and Wonder Hosted by ଦେବଦାସ ଛୋଟରାୟ

https://libranovo.com/free ��ା' ଓଠର ଚୁମାକୁ ଅକ୍ଷତ ରଖିଲା । ଚାମୁଚରେ ପାଣିପିଇ ଓଷଦ ଗିଳିଲା ଆଉ ଥର୍ମୋମିଟରକୁ କାଖରେ ଯାକିଲା, ଯେମିତି ତା' ଓଠର ପବିତ୍ରତା ନଷ୍ଟ ହୋଇ ନଯାଏ । ଡାକ୍ତର କହିଲେ ସନ୍‍ଷ୍ଟ୍ରୋକ୍‍ । କମ୍ପାଉଣ୍ଡର ଆସି ମଶାରୀ ବାଡାରୁ ବୋତଲ ଲଟ୍‍କେଇ ସାଲାଇନ୍‍ ଦେଲା । ତିନିଦିନ ପରେ ଜରମୁକ୍ତ ବାବୁକୁ ବକ୍ସିବଜାରରେ ଦେଖି ଗୌରୀ ତା' ଗାଲରେ ସ୍ନେହରେ ଖୁନ୍ଦାମାରି କହିଲା, 'ଇସ୍‍, ପ୍ରେମରୋଗ!' ପାନଦୋକାନର ଆର୍ସିରେ ବାବୁ ଦେଖିଲା, ତା' ତଳ ଓଠରେ ସୁକେଶୀର ଦିଆ ଖଇରର ରଙ୍ଗ ଆଉଟିକେ ଜମାଟ୍‍ ବାନ୍ଧିଯାଇଚି ।' ଜୀବନକୁ କେମିତି ଓ କେତେ ରୋମାଣ୍ଟିକ୍‍ ବନେଇପାରନ୍ତି ଦେବଦାସ ଛୋଟରାୟ, ଶୁଣନ୍ତୁ...

Episode details come from the podcast's RSS feed.

Embed this episode

https://libranovo.com/free Listen to free audiobooks with a 30-day free trial! Title: Chumban Genres: Fiction & Literature, Literary Fiction Author: ଦେବଦାସ ଛୋଟରାୟ Narrator: ଅନୀଲ ପଟ୍ଟନାୟକ Release date: 12-31-2022 Length: 1:37:54 Language: ne Publisher: Storyside AB India Description: 'ବାବୁକୁ ତିନିଦିନ କାଳ ଜରହେଲା । ତିନିଦିନ କାଳ ବାବୁ ଗାଧେଇବା, ଖାଇବା, ମୁହଁ ଧୋଇବା, ସବୁବନ୍ଦ କରିଦେଇ ତା' ଓଠର ଚୁମାକୁ ଅକ୍ଷତ ରଖିଲା । ଚାମୁଚରେ ପାଣିପିଇ ଓଷଦ ଗିଳିଲା ଆଉ ଥର୍ମୋମିଟରକୁ କାଖରେ ଯାକିଲା, ଯେମିତି ତା' ଓଠର ପବିତ୍ରତା ନଷ୍ଟ ହୋଇ ନଯାଏ । ଡାକ୍ତର କହିଲେ ସନ୍‍ଷ୍ଟ୍ରୋକ୍‍ । କମ୍ପାଉଣ୍ଡର ଆସି ମଶାରୀ ବାଡାରୁ ବୋତଲ ଲଟ୍‍କେଇ ସାଲାଇନ୍‍ ଦେଲା । ତିନିଦିନ ପରେ ଜରମୁକ୍ତ ବାବୁକୁ ବକ୍ସିବଜାରରେ ଦେଖି ଗୌରୀ ତା' ଗାଲରେ ସ୍ନେହରେ ଖୁନ୍ଦାମାରି କହିଲା, 'ଇସ୍‍, ପ୍ରେମରୋଗ!' ପାନଦୋକାନର ଆର୍ସିରେ ବାବୁ ଦେଖିଲା, ତା' ତଳ ଓଠରେ ସୁକେଶୀର ଦିଆ ଖଇରର ରଙ୍ଗ ଆଉଟିକେ ଜମାଟ୍‍ ବାନ୍ଧିଯାଇଚି ।' ଜୀବନକୁ କେମିତି ଓ କେତେ ରୋମାଣ୍ଟିକ୍‍ ବନେଇପାରନ୍ତି ଦେବଦାସ ଛୋଟରାୟ, ଶୁଣନ୍ତୁ...

Ready to play

Chumban Audiobook by ଦେବଦାସ ଛୋଟରାୟ

0:00 5:04

No transcript yet.

Requests help us decide what to transcribe next.

Frequently asked questions

How long is this episode of Audiobooks Bring Stories Closer Through Portable Listening Experiences Filled With Inspiration and Wonder?

This episode is 5 minutes long.

When was this Audiobooks Bring Stories Closer Through Portable Listening Experiences Filled With Inspiration and Wonder episode published?

This episode was published on December 31, 2022.

Can I download this Audiobooks Bring Stories Closer Through Portable Listening Experiences Filled With Inspiration and Wonder episode?

Yes. Use the download control on the episode player to save the publisher-provided media file.