[Oriya] - Ardhangini | ସଦାନନ୍ଦ ତ୍ରିପାଠୀ episode artwork

EPISODE · Oct 14, 2021 · 6H 22M

[Oriya] - Ardhangini | ସଦାନନ୍ଦ ତ୍ରିପାଠୀ

from Get Thousands of Audiobook Collection for Your Library · host ସଦାନନ୍ଦ ତ୍ରିପାଠୀ

Please visit https://thebookvoice.com/podcasts/1/audiobook/834893 to listen full audiobooks. Title: [Oriya] - Ardhangini Author: ସଦାନନ୍ଦ ତ୍ରିପାଠୀ Narrator: କରୁଣାକର Format: Unabridged Audiobook Length: 6 hours 22 minutes Release date: October 14, 2021 Genres: Literary Fiction Publisher's Summary: ସେ କଥା କହନ୍ତି ଯେପରି, ଲେଖନ୍ତି ବି ସେହିପରି। ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ କହୁଥିବା କାହାଣୀର ପରିପାର୍ଶ୍ଵ ସହ ଆକ୍ଷରିକ ଭାବେ ନିଜକୁ ସାମିଲ୍‍ କରିଥାନ୍ତି। ତେଣୁ ତାଙ୍କର ଅନୁଭୂତି, ଉପଲବ୍ଧି ଓ ଅନ୍ତର୍ଦୃଷ୍ଟି ଯେତେବେଳେ ଗଳ୍ପରେ ରୂପାୟିତ ହୁଏ, ତାହା ପାଠକକୁ ଆଶାତୀତ ସ୍ୱାଦ ଓ ଆବେଗ ଯୋଗାଇବାର ସାମର୍ଥ୍ୟ ରଖେ। ଓଡ଼ିଶାର ମାଟି, ପାଣି, ପବନ ସହିତ ଏକାତ୍ମ ଏ ଗାଳ୍ପିକଙ୍କ ଗଳ୍ପରେ ରୂପାୟିତ ସ୍ଥାନ ଓ ଘଟଣା ଏବଂ ଚରିତ୍ରସବୁ ନିହାତି ଚିହ୍ନାଚିହ୍ନା ଲାଗନ୍ତି। ଏହି ସଂକଳନରେ ସ୍ଥାନିତ ଗଳ୍ପଗୁଡ଼ିକରେ ଭିନ୍ନଭିନ୍ନ ପରିବେଶ ଓ ପରିସ୍ଥିତିର ଜଣେଜଣେ ଅର୍ଦ୍ଧାଙ୍ଗିନୀଙ୍କୁ ଭେଟିବେ ପାଠକେ ଏବଂ ଅନୁଭବ କରିପାରିବେ ଲେଖକଙ୍କ ଅକୃତ୍ରିମ ଓ ଅନନ୍ୟ ଅନୁଧ୍ୟାନର ଅପୂର୍ବ ଅନ୍ଦାଜ୍‍କୁ।

Episode metadata supplied by the publisher feed · Published Oct 14, 2021

Embed this episode

NOW PLAYING

[Oriya] - Ardhangini | ସଦାନନ୍ଦ ତ୍ରିପାଠୀ

0:00 6:22:00

No transcript for this episode yet

We transcribe on demand. Request one and we'll notify you when it's ready — usually under 10 minutes.

No similar episodes found.

No similar podcasts found.

Frequently Asked Questions

How long is this episode of Get Thousands of Audiobook Collection for Your Library?

This episode is 6 hours and 22 minutes long.

When was this Get Thousands of Audiobook Collection for Your Library episode published?

This episode was published on October 14, 2021.

Can I download this Get Thousands of Audiobook Collection for Your Library episode?

Yes. Use the download control on the episode player to save the publisher-provided media file.
URL copied to clipboard!