EPISODE · Nov 6, 2021 · 5 MIN
[Oriya] - Kathara Nama Banshi by ପ୍ରକାଶ ମହାପାତ୍ର
from Top Full Audiobooks in Biography & Memoir, Memoirs · host Sterling Sporer
Please visit https://thebookvoice.com/podcasts/1/audiobook/834833 to listen full audiobooks. Title: [Oriya] - Kathara Nama Banshi Author: ପ୍ରକାଶ ମହାପାତ୍ର Narrator: ଆଲୋକ ଅଗ୍ନିବେଶ Format: Unabridged Audiobook Length: 6 hours 35 minutes Release date: November 6, 2021 Genres: Memoirs Publisher's Summary: ଯଦି କଥା ନ ଶୁଭିଲା ବଂଶୀ ଭଳି, ତେବେ ଏ ବହିର ବା କି ସାର୍ଥକତା ଅଛି? ଏ ବହି ସାହିତ୍ୟ ଫାହିତ୍ୟର ଧାର ଧରୁନଥିବା ଜଣେ ଲେଖକର ଖାମ୍ଖିଆଲି ଲେଖା । ଏ ଲେଖା ଜଗତ ଉଦ୍ଧାର ପାଇଁ ନୁହେଁ, କେବଳ ନିଜର ମୁକ୍ତି ପାଇଁ । ସୋସିଆଲ୍ ମିଡ଼ିଆରେ ନିୟମିତ ଲେଖି ଚହଳ ସୃଷ୍ଟି କରିଥିବା ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ରଙ୍କ 'କଥାର ନାମ ବଂଶୀ' ସେମିତି ଏକ ପୁସ୍ତକ, ଯାହାକୁ ଥରେ ଶୁଣିବାକୁ ଆରମ୍ଭ କଲେ ଶେଷ ନକରି ରହିପାରିବେନି ।
Embed this episode
NOW PLAYING
[Oriya] - Kathara Nama Banshi by ପ୍ରକାଶ ମହାପାତ୍ର
No transcript for this episode yet
Similar Episodes
No similar episodes found.
Similar Podcasts
No similar podcasts found.