EPISODE · Oct 16, 2021 · 6H 33M
[Oriya] - Maya : ଦେବବ୍ରତ ଦାସ
from Explore Complete Audiobook Titles in High Quality · host ଦେବବ୍ରତ ଦାସ
Please visit https://thebookvoice.com/podcasts/1/audiobook/836692 to listen full audiobooks. Title: [Oriya] - Maya Author: ଦେବବ୍ରତ ଦାସ Narrator: ପ୍ରକାଶ ରାଉତ Format: Unabridged Audiobook Length: 6 hours 33 minutes Release date: October 16, 2021 Genres: Literary Fiction Publisher's Summary: ଦେବବ୍ରତଙ୍କ ଗଦ୍ୟଲେଖାର କୌଶଳ ସମକାଳ ଓଡ଼ିଆ ଗଦ୍ୟର ଏକ ନୂଆଦିଗ ବୋଲି କୁହାଯାଉ। ଭୋଗିବା ଓ ଭୋଗିବାକୁ ନେଇ ଲେଖିବା ଦୁଇଟା ଅଲଗା କଥା। କେମିତି? 'ମାୟା' ପଢ଼ିଲେ ଜାଣିହେବ। କଥକତାର ଚାତୁରୀ ଅପେକ୍ଷା ବେଶି ଲକ୍ଷ୍ୟ କରିବେ ଅନୁଭବର ତୀକ୍ଷ୍ଣତା। ବାସ୍ନା ଦେଖଉ ଦେଖଉ ଦିଗ ଦେଖେଇ ଦେବାର କୌଶଳ ଦେବବ୍ରତଙ୍କୁ ଜଣା। ତାଙ୍କ ବୟସର ଖୁବ କମ୍ ଓଡ଼ିଆ ଲେଖକ ଏଇ କଳାକୁ ହାସଲ କରିଛନ୍ତି। ତାଙ୍କ ଲେଖାରେ ଅଛି ଊର୍ଦ୍ଧ୍ୱଉଡ଼ାଣ, ପୁଣି ମାଟିମନସ୍କତା; ବାସ୍ତବତା ଓ କଳ୍ପନାର କକଟେଲ୍ । 'ମାୟା' ସେମିତି ଏକ ଚମତ୍କାର ଉପନ୍ୟାସ, ଯାହାକୁ ଆରମ୍ଭ କଲେ ଶେଷ ନହେବା ଯାଏ ନିସ୍ତାର ନାହିଁ।
Embed this episode
NOW PLAYING
[Oriya] - Maya : ଦେବବ୍ରତ ଦାସ
No transcript for this episode yet
Similar Episodes
No similar episodes found.
Similar Podcasts
No similar podcasts found.