EPISODE · Jul 20, 2021 · 3H 1M
[Oriya] - Meghapakshira Gita | ହିରଣ୍ମୟୀ ମିଶ୍ର
from Listen to Thousands of Digital Audiobooks for Your Library · host ହିରଣ୍ମୟୀ ମିଶ୍ର
Please visit https://thebookvoice.com/podcasts/1/audiobook/831509 to listen full audiobooks. Title: [Oriya] - Meghapakshira Gita Author: ହିରଣ୍ମୟୀ ମିଶ୍ର Narrator: ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ Format: Unabridged Audiobook Length: 3 hours 1 minute Release date: July 20, 2021 Genres: Literary Fiction Publisher's Summary: ହିରଣ୍ମୟୀ ମିଶ୍ର ଓଡ଼ିଆ ଗଳ୍ପ ଓ ଉପନ୍ୟାସର ଜଣେ ଚର୍ଚ୍ଚିତ ଉଚ୍ଚାରଣ! 'ମେଘପକ୍ଷୀର ଗୀତ' ତାଙ୍କର ତୃତୀୟ ଉପନ୍ୟାସ, ଯେଉଁଥିରେ ଇଂଲଣ୍ଡକୁ ପାଠପଢିବାକୁ ଯାଇଥିବା ଜଣେ ଭାରତୀୟ ତରୁଣୀର ବଦଳି ଯାଉଥିବା ଜୀବନର ଚିତ୍ର ରହିଛି! ରହିଛି ବି ଆଖିପଲକରେ ଭାଙ୍ଗିଯାଉଥିବା ସମ୍ପର୍କର କାହାଣୀ! ଅନ୍ୟଏକ ସଂସ୍କୃତିର ଅନେକ ଅନାବିଷ୍କୃତ ଦିଗ, ଅନାବନା ଜାଲରେ ଛନ୍ଦି ହେଇଥିବା ପରିଚୟର ଅଦୃଶ୍ୟ ଛବି ସହ ସକାଳର ସଜଫୁଲ ପରି କୋମଳ ଆବେଗଭରା କାହାଣୀ ଶ୍ରୋତାଙ୍କୁ ଶେଷଯାଏ ବାନ୍ଧିରଖିବ!
Embed this episode
NOW PLAYING
[Oriya] - Meghapakshira Gita | ହିରଣ୍ମୟୀ ମିଶ୍ର
No transcript for this episode yet
Similar Episodes
No similar episodes found.
Similar Podcasts
No similar podcasts found.