EPISODE · Nov 18, 2021 · 2H 44M
[Oriya] - Pita Prastara Jatiya Udyana (Authored by ଶାନ୍ତନୁ କୁମାର ଆଚାର୍ଯ୍ୟ)
from Connect to High Quality Audiobook Titles in High Quality · host ଶାନ୍ତନୁ କୁମାର ଆଚାର୍ଯ୍ୟ
Please visit https://thebookvoice.com/podcasts/1/audiobook/834898 to listen full audiobooks. Title: [Oriya] - Pita Prastara Jatiya Udyana Author: ଶାନ୍ତନୁ କୁମାର ଆଚାର୍ଯ୍ୟ Narrator: ସାରଳା ପ୍ରସାଦ ମିଶ୍ର Format: Unabridged Audiobook Length: 2 hours 44 minutes Release date: November 18, 2021 Genres: Literary Fiction Publisher's Summary: ଉତ୍ତର ଆମେରିକାର ପଶ୍ଚିମରେ ସୁଦୀର୍ଘ ରକି ପର୍ବତମାଳା ଅନ୍ତର୍ଗତ ଏକ ବିସ୍ମୟକର ସ୍ଥାନ ହେଉଛି 'ୟେଲୋ ଷ୍ଟୋନ ନ୍ୟାସନାଲ ପାର୍କ', ଯାହାକି ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ଉଦ୍ୟାନ ଭାବେ ପରିଗଣିତ! ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଆମେରିକା ରହଣି କାଳରେ ରଚିତ ଭ୍ରମଣ ଉପନ୍ୟାସ 'ପୀତ ପ୍ରସ୍ତର ଜାତୀୟ ଉଦ୍ୟାନ' ତାହାରି ଆଧାରରେ ଲିଖିତ! ଏ ସ୍ଥାନର ମର୍ଯ୍ୟାଦା କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ବରଂ ପ୍ରକୃତିର ବିଶ୍ଵରୂପ ଦର୍ଶନ ପାଇଁ ଉଦ୍ଦିଷ୍ଟ! ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କ ପରିଭ୍ରମଣର ମନୋଜ୍ଞ ବିବରଣୀ ଶୁଣନ୍ତୁ ସାରଳା ପ୍ରସାଦ ମିଶ୍ରଙ୍କ କଣ୍ଠରେ...
Embed this episode
Ready to play
[Oriya] - Pita Prastara Jatiya Udyana (Authored by ଶାନ୍ତନୁ କୁମାର ଆଚାର୍ଯ୍ୟ)
No transcript for this episode yet
Similar Episodes
No similar episodes found.
Similar Podcasts
No similar podcasts found.