EPISODE · Aug 30, 2021 · 12H 56M
[Oriya] - Prachina Sabhyata Kahani - Greece (By ଶରତ କୁମାର ମହାନ୍ତି)
from Connect to High Quality Audiobook Titles in High Quality · host ଶରତ କୁମାର ମହାନ୍ତି
Please visit https://thebookvoice.com/podcasts/1/audiobook/836685 to listen full audiobooks. Title: [Oriya] - Prachina Sabhyata Kahani - Greece Author: ଶରତ କୁମାର ମହାନ୍ତି Narrator: ସୁବ୍ରତ କୁମାର ପତି Format: Unabridged Audiobook Length: 12 hours 56 minutes Release date: August 30, 2021 Genres: Animals & Nature Publisher's Summary: ବିଶ୍ୱର ପ୍ରମୁଖ ପ୍ରାଚୀନ ସଭ୍ୟତା ବିଷୟରେ ଓଡ଼ିଆଙ୍କୁ ପରିଚିତ ଓ ଶିକ୍ଷିତ କରିବା ଦିଗରେ ବିଶିଷ୍ଟ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ଭୂମିକା ଉଲ୍ଲେଖନୀୟ! ଏହି କ୍ରମରେ ସେ ଅନେକ ଛୋଟଛୋଟ ନଗରରାଷ୍ଟ୍ରଙ୍କୁ ନେଇ ଗଠିତ ପ୍ରାଚୀନ ଗ୍ରୀସକୁ ନେଇ ଏହି ତଥ୍ୟଭିତ୍ତିକ ପୁସ୍ତକଟି ରଚନା କରିଛନ୍ତି! ଏହି ଗ୍ରୀସରେ ହିଁ ଜନ୍ମ ନେଇଥିଲେ ମହାକବି ହୋମର, ଯାହାଙ୍କ ମହାକାବ୍ୟ ସାରା ବିଶ୍ୱକୁ ପ୍ରଭାବିତ କରିଥିଲା! ଏହି ଗ୍ରୀସରେ ଅଛି ଅଲିମ୍ପିଆ ନଗର, ଯେଉଁଠାରୁ ଅଲିମ୍ପିକ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା! ଗ୍ରୀକ ବୀରମାନଙ୍କ କାହାଣୀ ବା କାହାକୁ ଅଛପା! ଗ୍ରୀସର ସାହିତ୍ୟ, ଦର୍ଶନ, ଯୁଦ୍ଧ ସବୁକିଛି ସାରା ବିଶ୍ୱକୁ ପ୍ରଭାବିତ କରିଆସିଛି ଯୁଗଯୁଗ ଧରି! ତେବେ ଚାଲନ୍ତୁ ଶୁଣିବା ଶରତ କୁମାର ମହାନ୍ତିଙ୍କ ସନ୍ଧାନୀ ନଜରରେ ଗ୍ରୀସର କାହାଣୀ...
Embed this episode
Ready to play
[Oriya] - Prachina Sabhyata Kahani - Greece (By ଶରତ କୁମାର ମହାନ୍ତି)
No transcript for this episode yet
Similar Episodes
No similar episodes found.
Similar Podcasts
No similar podcasts found.