EPISODE · Oct 16, 2021 · 5 MIN
[Oriya] - Prema Aprema by ଜଗଦୀଶ ମହାନ୍ତି
from Download Best Full Trial Audiobooks in Romance, Mystery · host Flo Gutmann
Please visit https://thebookvoice.com/podcasts/1/audiobook/834894 to listen full audiobooks. Title: [Oriya] - Prema Aprema Author: ଜଗଦୀଶ ମହାନ୍ତି Narrator: ପ୍ରକାଶ ରାଉତ Format: Unabridged Audiobook Length: 6 hours 44 minutes Release date: October 16, 2021 Genres: Mystery Publisher's Summary: ଜଗଦୀଶ ମହାନ୍ତି ଓଡ଼ିଆ କଥାସାହିତ୍ୟର ପରୀକ୍ଷାଗାରରେ ଜଣେ ନିଷ୍ଠାପର ବୈଜ୍ଞାନିକ। ନାନା ଖୋଳ୍ତାଡ୍, କସରତ୍, କାରିଗରୀରେ ଭରା ତାଙ୍କ ଗଳ୍ପର ଗମ୍ଭିରୀ ଘର। ବିଶେଷକରି ପ୍ରେମଗଳ୍ପ ରଚନାରେ ସେ ତାଙ୍କ ଅଦ୍ୱିତୀୟ ଅନୁଶୀଳନ ଓ ଶିଳ୍ପୀପ୍ରବଣତାର ପରିଚୟ ଦେଇଛନ୍ତି। 'ପ୍ରେମ ଅପ୍ରେମ' ବହିରେ ରହିଛି ଶ୍ରୀ ମହାନ୍ତିଙ୍କର କିଛି ପ୍ରତିନିଧିସ୍ଥାନୀୟ ପ୍ରେମଗଳ୍ପ, ଯାହା ପ୍ରେମଭୁକ୍ ପାଠକ ଓ ସାହିତ୍ୟପ୍ରେମୀଙ୍କୁ ପ୍ରେମମନସ୍କ କରିବାକୁ ବାଧ୍ୟ। ଏ ବହିର ସବୁଯାକ ଗଳ୍ପ ଆପଣଙ୍କୁ ଆଚ୍ଛନ୍ନ କରିରଖିବ - ଏଥିରେ ସନ୍ଦେହ ନାହିଁ।
What this episode covers

NOW PLAYING
[Oriya] - Prema Aprema by ଜଗଦୀଶ ମହାନ୍ତି
No transcript for this episode yet
Similar Episodes
Mar 19, 2026 ·34m
Feb 18, 2026 ·11m
Feb 11, 2026 ·45m
Nov 12, 2025 ·35m
Oct 17, 2025 ·40m