Odia nka Katha podcast artwork

PODCAST · society

Odia nka Katha

ଓଡ଼ିଶାର କଳା, ସଂସ୍କୃତି, ଭାଷା ଖାଦ୍ୟ ପାନୀୟ ର କଥା କାହାଣୀ କୁ ଆପଣ ଙ୍କ ପାଖରେ ପହଂଚାଇବା ର ଏହା ଏକ ଛୋଟ ପ୍ରୟାସ

Publisher-supplied feed metadata · PodParley refreshed Apr 10, 2026 · Source feed

  1. 4

    ଚାଲ ଖାଇବା ଦହିବରା

    ଏହି ଅଧ୍ୟାୟ ରେ ଆମେ ଦହିବରା ର ଉତ୍ପତି, ଇତିହାସ ସମ୍ପର୍କରେ ଆଲୋଚନା କରିଛୁ ଏବଂ ଦହିବରା ଆଳୁଦମ ଦିବସ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିଛୁ

  2. 3

    ଓଡ଼ିଆଙ୍କ ପସନ୍ଦର ମିଠା ଛେନାପୋଡ଼ର କାହାଣୀ

    ଆଜିର ଏହି ଅଧ୍ୟାୟ ରେ ଛେନାପୋଡ ର ଅକସ୍ମାକ ଆବିଷ୍କାର ସମ୍ପର୍କରେ ଏବଂ ଅନ୍ୟାନ୍ୟ ତଥ୍ୟ ସମ୍ବନ୍ଧରେ ଆଲୋଚନା ହୋଇଛି 

  3. 2

    ରଥ, ପଥ ଓ ଜଗନ୍ନାଥ: ରଥଯାତ୍ରା ବିଶେଷ

    ଏହି ଅଧ୍ୟାୟରେ  ରଥଯାତ୍ରା ର ଇତିହାସ, ପ୍ରଭୁଙ୍କ ରଥଯାତ୍ରା ସମୟର ନୀତିକାନ୍ତି, ପୌରାଣିକ ଦିଗ ଓ ଓଡ଼ିଆ ମାନଙ୍କ ସହିତ ଜଗନ୍ନାଥ ଙ୍କ ଭାବାବେଗ ସମ୍ବନ୍ଧରେ ଆଲୋଚନା ହୋଇଛି

  4. 1

    ବନ୍ଦେ ଉତ୍କଳ ଜନନୀ ର କାହାଣୀ: ରାଜ୍ୟ ସଂଗୀତ ର ମାନ୍ୟତା ଲାଭ ଓ ଅନ୍ୟାନ୍ୟ ଇତିହାସ

    ଏହି ଅଧ୍ୟାୟରେ ନିକଟ ଅତୀତ ରେ ରାଜ୍ୟ ସଂଗୀତ ର ମାନ୍ୟତା ଲାଭ କରିଥିବା ବନ୍ଦେ ଉତ୍କଳ ଜନନୀ ର ଇତିହାସ ଏବଂ ଅନ୍ୟାନ୍ୟ ଦିଗ ରେ ରେ ଆଲୋଚନା ହୋଇଛି 

Type above to search every episode's transcript for a word or phrase. Matches are scoped to this podcast.

Searching…

We're indexing this podcast's transcripts for the first time — this can take a minute or two. We'll show results as soon as they're ready.

No matches for "" in this podcast's transcripts.

Showing of matches

No topics indexed yet for this podcast.

Loading reviews...

ABOUT THIS SHOW

ଓଡ଼ିଶାର କଳା, ସଂସ୍କୃତି, ଭାଷା ଖାଦ୍ୟ ପାନୀୟ ର କଥା କାହାଣୀ କୁ ଆପଣ ଙ୍କ ପାଖରେ ପହଂଚାଇବା ର ଏହା ଏକ ଛୋଟ ପ୍ରୟାସ

HOSTED BY

Jayaprakash Das

CATEGORIES

Frequently Asked Questions

How many episodes does Odia nka Katha have?

Odia nka Katha currently has 4 episodes available on PodParley. New episodes are automatically indexed when they're published to the podcast feed.

What is Odia nka Katha about?

ଓଡ଼ିଶାର କଳା, ସଂସ୍କୃତି, ଭାଷା ଖାଦ୍ୟ ପାନୀୟ ର କଥା କାହାଣୀ କୁ ଆପଣ ଙ୍କ ପାଖରେ ପହଂଚାଇବା ର ଏହା ଏକ ଛୋଟ ପ୍ରୟାସ

How often does Odia nka Katha release new episodes?

Odia nka Katha has 4 episodes. Check the episode list to see recent publication dates and frequency.

Where can I listen to Odia nka Katha?

You can listen to Odia nka Katha on PodParley by clicking any episode. We provide an embedded audio player for direct listening, and you can also subscribe via your preferred podcast app using the RSS feed.

Who hosts Odia nka Katha?

Odia nka Katha is created and hosted by Jayaprakash Das.
URL copied to clipboard!